logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଡିସିସି ଇଂରାଜୀ ପ୍ଲେ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ଢେଙ୍କାନାଳ : ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଡିସିସି ଇଂରାଜୀ ପ୍ଲେ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ପାଳିତ l ପ୍ଲେ ସ୍କୁଲଟି ଢେଙ୍କାନାଳ ସଚେତନ ନାଗରିକ ଫୋରମ ତତ୍ୱାବଧାନରେ ପରିଚାଳିତ ହେଉଅଛି l ମୁଖ୍ୟ ଅତିଥି ଭାବେ ସ୍କୁଲର ସଭାପତି ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍କୁଲ କମିଟି ସଦସ୍ୟ ତଥା ସମାଜସେବୀ ଜୟକାନ୍ତ ଦାସ, ସମାଜସେବୀ ଶୁଭଶ୍ରୀ ସିଂ ଏବଂ ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ ଯୋଗଦେଇଥିଲେ l ଆସନ୍ତା କାଲି ରାକ୍ଷୀ ପୂର୍ଣ୍ଣିମା ଛୁଟି ରହୁଥିବାରୁ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ସାଜସଜ୍ଜା ପୋଷାକରେ ଅତିଥି ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ପରସ୍ପରକୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ l ରୀତିନୀତିର ସହିତ ଫୁଲ ଚନ୍ଦନ ଲଗାଇ ମିଷ୍ଟାନ୍ନ ଖୁଆଇଥିଲେ l ପରେ କୁନି କୁନି ପିଲାମାନେ ଆଧ୍ୟାତ୍ମିକ ଭଜନରେ ନାଚଗୀତ ପରିବେଷଣ କରିଥିଲେ l ସ୍କୁଲର ଅଧ୍ୟକ୍ଷ ରୁଦ୍ରପ୍ରସାଦ ହୋତା, ଶିକ୍ଷୟିତ୍ରୀ ବିଚିତ୍ରା ସାହୁ, କବିତା ପାଣି, ସ୍ୱରୂପାରାଣୀ ଶତପଥି, ସାଗରୀକା ରାଉତ, ବିଭାମୟୀ ବେହେରା ଓ ଗିପ୍ତିମୟୀ ଦାସ ପରିଚାଳନା କରିଥିବା ବେଳେ ଫୋରମର ମାର୍ଗ ଦର୍ଶକ ପଙ୍କଜ ନାୟକ, ସମ୍ପାଦକ ଭରତ କୁମାର ଦାସ, ସହ ସମ୍ପାଦକ ଦିଲ୍ଲୀପ ରାଉତ, ମନ୍ମଥ ରାଓ, ଉଦୟନାଥ ବେହେରା, ଚିତ୍ତରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ l ସ୍କୁଲର ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ମଞ୍ଚ ପରିଚାଳନା କରିଥିଲେ l

on 9 August
user_Tapasdas
Tapasdas
Journalist Dhenkanal•
on 9 August
2ce18c75-a5a3-4e99-8367-fa25564ca18a

ଡିସିସି ଇଂରାଜୀ ପ୍ଲେ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ଢେଙ୍କାନାଳ : ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଡିସିସି ଇଂରାଜୀ ପ୍ଲେ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ପାଳିତ l ପ୍ଲେ ସ୍କୁଲଟି ଢେଙ୍କାନାଳ ସଚେତନ ନାଗରିକ ଫୋରମ ତତ୍ୱାବଧାନରେ ପରିଚାଳିତ ହେଉଅଛି l ମୁଖ୍ୟ ଅତିଥି ଭାବେ ସ୍କୁଲର ସଭାପତି ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍କୁଲ କମିଟି ସଦସ୍ୟ ତଥା ସମାଜସେବୀ ଜୟକାନ୍ତ ଦାସ,

fc07c203-f3dc-49a4-ac5c-8dbad3e1ff1f

ସମାଜସେବୀ ଶୁଭଶ୍ରୀ ସିଂ ଏବଂ ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ ଯୋଗଦେଇଥିଲେ l ଆସନ୍ତା କାଲି ରାକ୍ଷୀ ପୂର୍ଣ୍ଣିମା ଛୁଟି ରହୁଥିବାରୁ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ସାଜସଜ୍ଜା ପୋଷାକରେ ଅତିଥି ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ସହିତ ପରସ୍ପରକୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ l ରୀତିନୀତିର ସହିତ ଫୁଲ ଚନ୍ଦନ ଲଗାଇ ମିଷ୍ଟାନ୍ନ ଖୁଆଇଥିଲେ l ପରେ କୁନି କୁନି ପିଲାମାନେ ଆଧ୍ୟାତ୍ମିକ ଭଜନରେ ନାଚଗୀତ ପରିବେଷଣ କରିଥିଲେ l ସ୍କୁଲର

5ed84596-0d6b-4522-89c6-0f6bcbcccecd

ଅଧ୍ୟକ୍ଷ ରୁଦ୍ରପ୍ରସାଦ ହୋତା, ଶିକ୍ଷୟିତ୍ରୀ ବିଚିତ୍ରା ସାହୁ, କବିତା ପାଣି, ସ୍ୱରୂପାରାଣୀ ଶତପଥି, ସାଗରୀକା ରାଉତ, ବିଭାମୟୀ ବେହେରା ଓ ଗିପ୍ତିମୟୀ ଦାସ ପରିଚାଳନା କରିଥିବା ବେଳେ ଫୋରମର ମାର୍ଗ ଦର୍ଶକ ପଙ୍କଜ ନାୟକ, ସମ୍ପାଦକ ଭରତ କୁମାର ଦାସ, ସହ ସମ୍ପାଦକ ଦିଲ୍ଲୀପ ରାଉତ, ମନ୍ମଥ ରାଓ, ଉଦୟନାଥ ବେହେରା, ଚିତ୍ତରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ l ସ୍କୁଲର ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ମଞ୍ଚ ପରିଚାଳନା କରିଥିଲେ l

More news from Jajpur and nearby areas
  • Post by Mangu Mallik
    1
    Post by Mangu Mallik
    user_Mangu Mallik
    Mangu Mallik
    Jajpur•
    21 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    17 hrs ago
  • ବୌଦ୍ଧରେ ବଡ଼ ଖୁଲାସା! ବାଘ ଛାଲ ସହ ୩ ଶିକାରୀ ଗିରଫ I @ranjankumardash #boudhnews #ବୌଦ୍ଧଖବର
    1
    ବୌଦ୍ଧରେ ବଡ଼ ଖୁଲାସା! ବାଘ ଛାଲ ସହ ୩ ଶିକାରୀ ଗିରଫ I @ranjankumardash #boudhnews #ବୌଦ୍ଧଖବର
    user_Ranjan Kumar Dash
    Ranjan Kumar Dash
    Journalist Boudh•
    8 hrs ago
  • “गाड़ी वाला आया, घर से कचरा निकाल” यह गाना सिर्फ एक धुन नहीं, बल्कि भारत की रोज़मर्रा की ज़िंदगी की पहचान बन चुका है। गली-गली, शहर-शहर गूंजने वाली इस आवाज़ को हर उम्र के लोगों ने सुना है। सोशल मीडिया पर अब इस गाने से जुड़े गायक का वीडियो वायरल हो रहा है, जिसे देखकर लोग हैरान भी हैं और खुश भी। #ViralVideo #TrendingReels #IndianSongs #DailyLife #ReelIndia #GadiWala #InternetBreaks #ExplorePage
    1
    “गाड़ी वाला आया, घर से कचरा निकाल” यह गाना सिर्फ एक धुन नहीं, बल्कि भारत की रोज़मर्रा की ज़िंदगी की पहचान बन चुका है। गली-गली, शहर-शहर गूंजने वाली इस आवाज़ को हर उम्र के लोगों ने सुना है। सोशल मीडिया पर अब इस गाने से जुड़े गायक का वीडियो वायरल हो रहा है, जिसे देखकर लोग हैरान भी हैं और खुश भी।
#ViralVideo #TrendingReels #IndianSongs #DailyLife #ReelIndia #GadiWala #InternetBreaks #ExplorePage
    user_द संक्षेप
    द संक्षेप
    Media company Balasore•
    5 hrs ago
  • ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।।
    1
    ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।।
    user_Shiba Shankar
    Shiba Shankar
    Journalist Mayurbhanj•
    5 hrs ago
  • ଏକଦଫା ଦାବିପତ୍ର ନେଇ ଵ୍ଲକ ଘେରାଓ କଲେ ଆଦିବାସୀ କଲ୍ୟାଣ ସଙ୍ଘ ସୁବର୍ଣ୍ଣପୁର ।
    1
    ଏକଦଫା ଦାବିପତ୍ର ନେଇ  ଵ୍ଲକ ଘେରାଓ କଲେ ଆଦିବାସୀ କଲ୍ୟାଣ ସଙ୍ଘ ସୁବର୍ଣ୍ଣପୁର ।
    user_Ajira Samachar
    Ajira Samachar
    Journalist Sonepur•
    7 hrs ago
  • Post by Mangu Mallik
    1
    Post by Mangu Mallik
    user_Mangu Mallik
    Mangu Mallik
    Jajpur•
    21 hrs ago
  • ବୌଦ୍ଧ ମହୋତ୍ସବ ପାଇଁ ମ୍ୟୁଜୀୟମ ଠାରେ ଚାଲିଛି ଉଦ୍ଘୋଷକ ଚୟନ ପ୍ରକ୍ରିୟା I #boudhnews
    1
    ବୌଦ୍ଧ ମହୋତ୍ସବ ପାଇଁ ମ୍ୟୁଜୀୟମ ଠାରେ ଚାଲିଛି ଉଦ୍ଘୋଷକ ଚୟନ ପ୍ରକ୍ରିୟା I #boudhnews
    user_Ranjan Kumar Dash
    Ranjan Kumar Dash
    Journalist Boudh•
    16 hrs ago
  • #संबलपुरपुलिस ने आज, यानी 16.12.2025 को होम गार्ड भर्ती–2025 के लिए लिखित परीक्षा आयोजित की। परीक्षा शांतिपूर्ण और सुचारू रूप से संपन्न हुई। लिखित परीक्षा में लगभग 8,000 उम्मीदवार शामिल हुए। परीक्षा को निष्पक्ष, व्यवस्थित और बिना किसी परेशानी के आयोजित करने के लिए पर्याप्त सुरक्षा और प्रशासनिक व्यवस्था की गई थी। ओडिशा पुलिस संगठन डीआईजीपीएनआर संबलपुर
    1
    #संबलपुरपुलिस ने आज, यानी 16.12.2025 को होम गार्ड भर्ती–2025 के लिए लिखित परीक्षा आयोजित की।
परीक्षा शांतिपूर्ण और सुचारू रूप से संपन्न हुई। लिखित परीक्षा में लगभग 8,000 उम्मीदवार शामिल हुए। परीक्षा को निष्पक्ष, व्यवस्थित और बिना किसी परेशानी के आयोजित करने के लिए पर्याप्त सुरक्षा और प्रशासनिक व्यवस्था की गई थी।
ओडिशा पुलिस संगठन
डीआईजीपीएनआर संबलपुर
    user_Anuj Shrma
    Anuj Shrma
    Voice of people Sambalpur•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.