logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଇଘର

on 9 August
user_RAJIB MAJHI
RAJIB MAJHI
Raighar, Nabarangpur•
on 9 August

ରାଇଘର

More news from ଓଡ଼ିଶା and nearby areas
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    21 hrs ago
  • ଆନ୍ଦୋଳନରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର । ଏକ ଘଣ୍ଟିଆ କାର୍ଯ୍ୟ ବନ୍ଦ ଡାକରା ଦେଇ ଡାକ୍ତର ମାନେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଉପାନ୍ତ ଜିଲ୍ଲା ମାଲକାନଗିରି ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ଅନେକ ରୋଗୀ ହେଉଛନ୍ତି ହନ୍ତସନ୍ତ । ହଁ ଆଜ୍ଞା ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ୧୦ଟା ରୁ ୧୧ଟା ଯାଏଁ ବହୀରବିହାଗ ରେ ଡାକ୍ତର ସେବା ବନ୍ଦ ପାଇଁ ଓମ୍ସା ପକ୍ଷରୁ ଏହି ଡାକରା ଦିଆଯାଇଛି। ଏହି ଡାକରା ରେ ମାଲକାନଗିରି ଜିଲ୍ଲା ର ସମସ୍ତ ଡାକ୍ତର ସାମିଲ ହୋଇଛନ୍ତି। ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ କାର୍ଯ୍ୟରତ ଡାକ୍ତର ମାନେ ବିକ୍ଷୋଭ କରିଛନ୍ତି। ତେବେ ଡାକ୍ତର ମାନଙ୍କ ଦାବି ମଧ୍ୟରେ ରହିଛି, କେ.ବି.କେ ଏକ୍ସଜିଟ ପଲିସି, ସେଣ୍ଟ୍ରାଲ ଡିଏ ସିପି ଅର୍ଥାତ କେନ୍ଦ୍ରୀୟ ନିୟମ ଅନୁଯାୟୀ ଚାକିରୀ କାଳୀନ ସୁବିଧା, ଡାକ୍ତର ଏବଂ ତାଙ୍କ ପରିବାର କୁ ସ୍ୱାସ୍ଥ୍ୟ ବୀମା, କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ପ୍ରଦାନ, କ୍ୟାଡର ରି ଷ୍ଟ୍ରକ୍ଚର ଭଳି ମୋଟ ଅଠର ଟି ଦାବି ନେଇ ଏହି ବିକ୍ଷୋଭ କରାଯାଇଛି। ମାଲକାନଗିରି ଓମ୍ସା ସଭାପତି ସଚିକାନ୍ତ ଲେଙ୍କା ଙ୍କ ସହ ଅନ୍ୟ ଡାକ୍ତର ମାନେ ଏହି ବିକ୍ଷୋଭ ରେ ସାମିଲ ହୋଇଛନ୍ତି।
    1
    ଆନ୍ଦୋଳନରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ।  ଏକ ଘଣ୍ଟିଆ କାର୍ଯ୍ୟ ବନ୍ଦ ଡାକରା ଦେଇ ଡାକ୍ତର ମାନେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଉପାନ୍ତ ଜିଲ୍ଲା ମାଲକାନଗିରି ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ଅନେକ ରୋଗୀ ହେଉଛନ୍ତି ହନ୍ତସନ୍ତ । ହଁ ଆଜ୍ଞା ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ୧୦ଟା ରୁ ୧୧ଟା ଯାଏଁ ବହୀରବିହାଗ ରେ ଡାକ୍ତର ସେବା ବନ୍ଦ ପାଇଁ ଓମ୍ସା ପକ୍ଷରୁ ଏହି ଡାକରା ଦିଆଯାଇଛି। ଏହି ଡାକରା ରେ ମାଲକାନଗିରି ଜିଲ୍ଲା ର ସମସ୍ତ ଡାକ୍ତର ସାମିଲ ହୋଇଛନ୍ତି। ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ କାର୍ଯ୍ୟରତ ଡାକ୍ତର ମାନେ ବିକ୍ଷୋଭ କରିଛନ୍ତି। ତେବେ ଡାକ୍ତର ମାନଙ୍କ ଦାବି ମଧ୍ୟରେ ରହିଛି, କେ.ବି.କେ ଏକ୍ସଜିଟ ପଲିସି, ସେଣ୍ଟ୍ରାଲ ଡିଏ ସିପି ଅର୍ଥାତ କେନ୍ଦ୍ରୀୟ ନିୟମ ଅନୁଯାୟୀ ଚାକିରୀ କାଳୀନ ସୁବିଧା, ଡାକ୍ତର ଏବଂ ତାଙ୍କ ପରିବାର କୁ ସ୍ୱାସ୍ଥ୍ୟ ବୀମା, କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ପ୍ରଦାନ, କ୍ୟାଡର ରି ଷ୍ଟ୍ରକ୍ଚର ଭଳି ମୋଟ ଅଠର ଟି ଦାବି ନେଇ ଏହି ବିକ୍ଷୋଭ କରାଯାଇଛି। ମାଲକାନଗିରି ଓମ୍ସା ସଭାପତି ସଚିକାନ୍ତ ଲେଙ୍କା ଙ୍କ ସହ ଅନ୍ୟ ଡାକ୍ତର ମାନେ ଏହି ବିକ୍ଷୋଭ ରେ ସାମିଲ ହୋଇଛନ୍ତି।
    user_The Malkangiri news
    The Malkangiri news
    Journalist ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    14 hrs ago
  • "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ର ଜିଲ୍ଲା ସାରା ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ‘ମହିମା’ ରଥର ଶୁଭାରମ୍ଭ। ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ର ସମଗ୍ର ଜିଲ୍ଲାରେ ପ୍ରଚାର ଓ ପ୍ରସାର ପାଇଁ 'ମହିମା' ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ । ଏହି ଅବସରରେ ସୁବର୍ଣ୍ଣପୁର,ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ରାଜେନ୍ଦ୍ର ମାଝୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର, ସୁଶ୍ରୀ ଯମୁନା ପ୍ରଧାନ ପ୍ରମୁଖ ରଥର ଉଦଘାଟଣ ସମୟରେ ଉପସ୍ଥିତ ଥିଲେ । "ମହିମା" ରଥ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ, ସୋନପୁର ମ୍ୟୁନିସିପାଲଟି ଓ ସମସ୍ତ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ମହୋତ୍ସବ ବିଷୟରେ ବ୍ୟାପକ ପ୍ରଚାର ପ୍ରସାର କରିବ ଏବଂ ଆସନ୍ତା 'ମହିମା' ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା- ୨୦୨୬ ଯାହା ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ରାମେଶ୍ୱର ଷ୍ଟାଡିୟମ ରେ ଜାନୁଆରୀ ୭-୧୧ ଯାଏ ଆୟୋଜିତ ହେବ, ସେ ବିଷୟରେ ଜିଲ୍ଲାବାସୀଙ୍କୁ ଅବଗତ କରିବ । ଏହି "ମହିମା" ରଥ ମାଧ୍ୟମରେ ଜିଲ୍ଲାର ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଉଛି, ଯେ ଆସନ୍ତା ୫ ଦିନିଆ ଜିଲ୍ଲା ମହୋତ୍ସବ ରେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ସାଂସ୍କୃତିକ ଦଳ ମାନଙ୍କର ଲୋକ ସଂସ୍କୃତି, ଲୋକକଳା ଓ ଲୋକ ନୃତ୍ୟ ପରିବେଷଣ କୁ ଉପଭୋଗ କରିବା ହେବେ ଏବଂ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ମାନଙ୍କର କ୍ରୟ ବିକ୍ରୟରେ ସାମିଲ ହେବା ପାଇଁ ଅନୁରୋଧ କରିଛି । ଏହି ରଥ ଜିଲ୍ଲାର କୋଣ ଅନୁକୋଣରେ ବୁଲିବ ଆସନ୍ତା 'ମହିମା' ମହୋତ୍ସବର ଶୁଭାରମ୍ଭ ହେବା ଦିନ ପର୍ଯ୍ୟନ୍ତ । ଏହି "ମହିମା" ରଥ ଉଦଘାଟନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସୋନପୁର ଶ୍ରୀ ପ୍ରତୀକ କର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ଅନିତା ଗୁରୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଚତୁର୍ଭୁଜ ଦାସ ଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଖଳିଆପାଲି ସ୍ଥିତ ଭୀମଭୋଇ ମହିମା ମଠ ଆଶ୍ରମର ମହିମା ଧର୍ମର ସାଧୁ, ସନ୍ୟାସିନୀ, ମହିମା ଧର୍ମାବଲମ୍ବୀ ବହୁତ ଭକ୍ତ ବୃନ୍ଦ ଓ ଜନସାଧାରଣଙ୍କ ସମେତ ବିଭିନ୍ନ ସମ୍ବାଦ ପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
    2
    "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ର ଜିଲ୍ଲା ସାରା ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ‘ମହିମା’ ରଥର ଶୁଭାରମ୍ଭ। 
ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬ ର ସମଗ୍ର ଜିଲ୍ଲାରେ ପ୍ରଚାର ଓ ପ୍ରସାର ପାଇଁ 'ମହିମା' ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ । ଏହି ଅବସରରେ ସୁବର୍ଣ୍ଣପୁର,ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ରାଜେନ୍ଦ୍ର ମାଝୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର, ସୁଶ୍ରୀ ଯମୁନା ପ୍ରଧାନ ପ୍ରମୁଖ ରଥର ଉଦଘାଟଣ ସମୟରେ ଉପସ୍ଥିତ ଥିଲେ ।
"ମହିମା" ରଥ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ, ସୋନପୁର ମ୍ୟୁନିସିପାଲଟି ଓ ସମସ୍ତ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ମହୋତ୍ସବ ବିଷୟରେ ବ୍ୟାପକ ପ୍ରଚାର ପ୍ରସାର କରିବ ଏବଂ ଆସନ୍ତା 'ମହିମା' ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା- ୨୦୨୬ ଯାହା ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ରାମେଶ୍ୱର ଷ୍ଟାଡିୟମ ରେ ଜାନୁଆରୀ ୭-୧୧ ଯାଏ ଆୟୋଜିତ ହେବ, ସେ ବିଷୟରେ ଜିଲ୍ଲାବାସୀଙ୍କୁ ଅବଗତ କରିବ ।
ଏହି "ମହିମା" ରଥ ମାଧ୍ୟମରେ ଜିଲ୍ଲାର  ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଉଛି, ଯେ ଆସନ୍ତା ୫ ଦିନିଆ ଜିଲ୍ଲା ମହୋତ୍ସବ ରେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ସାଂସ୍କୃତିକ ଦଳ ମାନଙ୍କର ଲୋକ ସଂସ୍କୃତି, ଲୋକକଳା ଓ ଲୋକ ନୃତ୍ୟ ପରିବେଷଣ କୁ ଉପଭୋଗ କରିବା ହେବେ ଏବଂ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ମାନଙ୍କର କ୍ରୟ ବିକ୍ରୟରେ ସାମିଲ ହେବା ପାଇଁ ଅନୁରୋଧ କରିଛି । ଏହି ରଥ ଜିଲ୍ଲାର କୋଣ ଅନୁକୋଣରେ ବୁଲିବ ଆସନ୍ତା 'ମହିମା' ମହୋତ୍ସବର ଶୁଭାରମ୍ଭ ହେବା ଦିନ ପର୍ଯ୍ୟନ୍ତ ।  
ଏହି "ମହିମା" ରଥ ଉଦଘାଟନ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସୋନପୁର ଶ୍ରୀ ପ୍ରତୀକ କର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ଅନିତା ଗୁରୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଚତୁର୍ଭୁଜ ଦାସ ଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଖଳିଆପାଲି ସ୍ଥିତ ଭୀମଭୋଇ ମହିମା ମଠ ଆଶ୍ରମର ମହିମା ଧର୍ମର ସାଧୁ, ସନ୍ୟାସିନୀ,  ମହିମା ଧର୍ମାବଲମ୍ବୀ ବହୁତ ଭକ୍ତ ବୃନ୍ଦ ଓ ଜନସାଧାରଣଙ୍କ ସମେତ ବିଭିନ୍ନ ସମ୍ବାଦ ପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
    user_Premananda Naik
    Premananda Naik
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    21 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    15 hrs ago
  • ବୌଦ୍ଧ: ସମର୍ପଣ ଯୁବକ ସଂଘ କରିଲା ଏଭଳି କାର୍ଯ୍ୟ, ଲୋକ କରୁଛନ୍ତି ପ୍ରଶଂସା
    1
    ବୌଦ୍ଧ: ସମର୍ପଣ ଯୁବକ ସଂଘ କରିଲା ଏଭଳି କାର୍ଯ୍ୟ, ଲୋକ କରୁଛନ୍ତି ପ୍ରଶଂସା
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    19 hrs ago
  • kete sundar songs bhaimankar kete sundar song bhai mankar
    1
    kete sundar songs bhaimankar
kete sundar song bhai mankar
    user_Meena
    Meena
    Artist Sambalpur, Odisha•
    2 hrs ago
  • ବେଳପଡା ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ରେ ନୃତ୍ୟ ପରିବେଷଣ।
    1
    ବେଳପଡା ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ରେ ନୃତ୍ୟ ପରିବେଷଣ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    17 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    16 hrs ago
  • Post by Sambalpuria Babu Behera
    2
    Post by Sambalpuria Babu Behera
    user_Sambalpuria Babu Behera
    Sambalpuria Babu Behera
    Photographer Sambalpur, Odisha•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.