logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତରଭା ଫାଣ୍ଡି ନୂଆଗାଁର ବିଜୟ ନାଏକ ଙ୍କ ଘରେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି ।ବୋମାମାଡ଼ରେ ବିଜୟ ଙ୍କ ମୁଣ୍ଡ ଫାଟିଥିବା ସୂଚନା ରହିଛି ।କିଏ ଓ କାହିଁକି ବୋମାମାଡ଼ କଲା କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । #dhenkanalshuru

on 8 August
user_Tapasdas
Tapasdas
Journalist Dhenkanal Sadar, Odisha•
on 8 August
41f9877d-0fdc-4f59-a5ae-b332da4af1b4
d90c7674-17cf-4ec6-ad14-77b35370443a

ତରଭା ଫାଣ୍ଡି ନୂଆଗାଁର ବିଜୟ ନାଏକ ଙ୍କ ଘରେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି ।ବୋମାମାଡ଼ରେ ବିଜୟ ଙ୍କ ମୁଣ୍ଡ ଫାଟିଥିବା ସୂଚନା ରହିଛି ।କିଏ ଓ କାହିଁକି ବୋମାମାଡ଼ କଲା କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । #dhenkanalshuru

More news from ଓଡ଼ିଶା and nearby areas
  • #ଯାତ୍ରୀଙ୍କ_ସତର୍କତା_ଯୋଗୁଁ_ଅଳ୍ପକେ_ଟଳିଲା_ଦୁର୍ଘଟଣା ଏକ ଦ୍ରୁତଗାମୀ ଟ୍ରେନ୍ ମାଡ଼ି ଆସୁଥ‌ିବା ବେଳେ କିଛି ରେଳ କର୍ମଚାରୀ ଧାରଣା ଉପରେ ମରାମତି କାର୍ଯ୍ୟ କରୁଥିଲେ। ସେମାନେ ଟ୍ରେନ୍ ଆସିବା ବିଷୟରେ ଜାଣିପାରି ନଥିଲେ। ଏହି ସମୟରେ ନିକଟସ୍ଥ ଅନ୍ୟ ଏକ ଟ୍ରେନରେ ଥିବା ଯାତ୍ରୀମାନେ ବିପଦକୁ ଦେଖି ଚିତ୍କାର କରିଥିଲେ ଏବଂ ଟ୍ରେନ୍ ଆସୁଥିବା ସୂଚନା ଦେଇଥିଲେ। ଯାତ୍ରୀଙ୍କ ଚିତ୍କାର ଶୁଣି ଶ୍ରମିକମାନେ ତୁରନ୍ତ ଧାରଣା ଉପରୁ ଦୂରକୁ ଚାଲିଯାଇଥିଲେ ଏବଂ ଟ୍ରେନ୍‌ଟି ସେଠାରୁ ଦ୍ରୁତଗତିରେ ଚାଲିଯାଇଥିଲା। ଯାତ୍ରୀମାନଙ୍କ ସତର୍କତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । #viralvideo #train #indianrailways #viralnews #share #accidentnews
    1
    #ଯାତ୍ରୀଙ୍କ_ସତର୍କତା_ଯୋଗୁଁ_ଅଳ୍ପକେ_ଟଳିଲା_ଦୁର୍ଘଟଣା
ଏକ ଦ୍ରୁତଗାମୀ ଟ୍ରେନ୍ ମାଡ଼ି ଆସୁଥ‌ିବା ବେଳେ କିଛି ରେଳ କର୍ମଚାରୀ ଧାରଣା ଉପରେ ମରାମତି କାର୍ଯ୍ୟ କରୁଥିଲେ। ସେମାନେ ଟ୍ରେନ୍ ଆସିବା ବିଷୟରେ ଜାଣିପାରି ନଥିଲେ। ଏହି ସମୟରେ ନିକଟସ୍ଥ ଅନ୍ୟ ଏକ ଟ୍ରେନରେ ଥିବା ଯାତ୍ରୀମାନେ ବିପଦକୁ ଦେଖି ଚିତ୍କାର କରିଥିଲେ ଏବଂ ଟ୍ରେନ୍ ଆସୁଥିବା ସୂଚନା ଦେଇଥିଲେ। ଯାତ୍ରୀଙ୍କ ଚିତ୍କାର ଶୁଣି ଶ୍ରମିକମାନେ ତୁରନ୍ତ ଧାରଣା ଉପରୁ ଦୂରକୁ ଚାଲିଯାଇଥିଲେ ଏବଂ ଟ୍ରେନ୍‌ଟି ସେଠାରୁ ଦ୍ରୁତଗତିରେ ଚାଲିଯାଇଥିଲା। ଯାତ୍ରୀମାନଙ୍କ ସତର୍କତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି ।
#viralvideo #train #indianrailways #viralnews #share #accidentnews
    user_Ganjam Khabar
    Ganjam Khabar
    Journalist ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ବାଲେଶ୍ବର: ମୀରାମ୍ୱିକା ଆବାସିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ।
    4
    ବାଲେଶ୍ବର: ମୀରାମ୍ୱିକା ଆବାସିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    23 hrs ago
  • *କୁକୁଡ଼ାଖଣ୍ତି ଠାରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ* #live_odisha_news_update #published_from #Brahamapur #kukudakhandi
    1
    *କୁକୁଡ଼ାଖଣ୍ତି ଠାରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ*
#live_odisha_news_update #published_from #Brahamapur #kukudakhandi
    user_Live Odisha NewsUpdate District reporter
    Live Odisha NewsUpdate District reporter
    Journalist Brahmapur Sadar, Ganjam•
    1 hr ago
  • बिल्ली की शिकार करने की रफ्तार इंसान को हैरान कर देती है। वैज्ञानिकों के अनुसार, शिकार के दौरान बिल्ली का रिएक्शन टाइम सिर्फ़ 20 से 70 मिलीसेकंड होता है। तेज़ नज़र, संवेदनशील मूंछें और बिजली जैसी रिफ्लेक्स उसे पलक झपकने से पहले हमला करने की ताकत देती हैं। यही वजह है कि बिल्ली को प्रकृति का परफेक्ट हंटर माना जाता है। 😲👀 #cat #catreflexes #catreaction #cathunting #animalfacts #knowledge #viral #explore #nature
    1
    बिल्ली की शिकार करने की रफ्तार इंसान को हैरान कर देती है। वैज्ञानिकों के अनुसार, शिकार के दौरान बिल्ली का रिएक्शन टाइम सिर्फ़ 20 से 70 मिलीसेकंड होता है। तेज़ नज़र, संवेदनशील मूंछें और बिजली जैसी रिफ्लेक्स उसे पलक झपकने से पहले हमला करने की ताकत देती हैं। यही वजह है कि बिल्ली को प्रकृति का परफेक्ट हंटर माना जाता है। 😲👀
#cat #catreflexes #catreaction #cathunting #animalfacts #knowledge #viral #explore #nature
    user_द संक्षेप
    द संक्षेप
    Media company Badagada, Ganjam•
    17 hrs ago
  • କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।
    1
    କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।
    user_Tanaya Mahapatra
    Tanaya Mahapatra
    Journalist Kochinda, Sambalpur•
    21 hrs ago
  • ବାରିପଦା ଉନ୍ନତି ପଥରେ ବାଧକ କିଏ?
    1
    ବାରିପଦା ଉନ୍ନତି ପଥରେ ବାଧକ କିଏ?
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    16 hrs ago
  • ଚାଷୀଙ୍କ ବିକାଶ ପାଇଁ FPO ପକ୍ଷରୁ ନୀତି ନିର୍ଦ୍ଧାରଣ ବୈଠକ I Boudh News I @ranjankumardash
    1
    ଚାଷୀଙ୍କ ବିକାଶ ପାଇଁ FPO ପକ୍ଷରୁ ନୀତି ନିର୍ଦ୍ଧାରଣ ବୈଠକ I Boudh News I @ranjankumardash
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    19 hrs ago
  • ଅଞ୍ଚଳ ପାଇଁ ଗୌରବ ଆଣିଥିବା ପ୍ରଶାସନିକ ଅଧିକାରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ସୂନ୍ଦର ମାଧବ ପାଢ଼ୀ ଭାରତୀୟ ପ୍ରଶାସନିକ ଅଧିକାରୀ (IAS) ଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
    1
    ଅଞ୍ଚଳ ପାଇଁ ଗୌରବ ଆଣିଥିବା ପ୍ରଶାସନିକ ଅଧିକାରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା 
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ସୂନ୍ଦର ମାଧବ ପାଢ଼ୀ ଭାରତୀୟ ପ୍ରଶାସନିକ ଅଧିକାରୀ (IAS) ଙ୍କ ପାଇଁ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
    user_Ganjam Khabar
    Ganjam Khabar
    Journalist ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଫାଦ୍ରିପଲ୍ଲୀ ଗ୍ରାମରେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳନ ହେଉଛି କ୍ରିଷ୍ଟମାସ
    1
    ଫାଦ୍ରିପଲ୍ଲୀ ଗ୍ରାମରେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳନ ହେଉଛି କ୍ରିଷ୍ଟମାସ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Journalist Brahmapur Sadar, Ganjam•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.