Shuru
Apke Nagar Ki App…
ମୟୁରଭଞ୍ଜ ଜିଲ୍ଲାର କୁଡ଼ିଆ ଖୁଣ୍ଟା ଗ୍ରାମରେ ଢୋକ୍ରା ହସ୍ତଶିଳ୍ପ କାମରେ ଦିନକୁ ଦିନ ବୃଦ୍ଧି ବଢୁଛି..........
Dhokra Art
ମୟୁରଭଞ୍ଜ ଜିଲ୍ଲାର କୁଡ଼ିଆ ଖୁଣ୍ଟା ଗ୍ରାମରେ ଢୋକ୍ରା ହସ୍ତଶିଳ୍ପ କାମରେ ଦିନକୁ ଦିନ ବୃଦ୍ଧି ବଢୁଛି..........
More news from ଓଡ଼ିଶା and nearby areas
- ବାଲେଶ୍ବର: ବାଲେଶ୍ଵର ପରମିଟ୍ ପଡ଼ିଆରେ ସାଂସଦ ଖେଳ ମହୋତ୍ସବର ସମାରୋପ ଦିବସ ପାଳିତ। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ Live ସମ୍ବୋଧନ ମଧ୍ୟରେ ଉଦଯାପିତ ହେଲା ସାଂସଦ ଖେଳ ମହୋତ୍ସବ।3
- Post by Pradeep Jena 90900088151
- ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ1
- ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ , ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତ ହୀରାପୁର ଗ୍ରାମର ପୁରୀ ମୁଖ୍ୟ କେନାଲ ସେତୁ ।। ଯାହାକି ୨ରୁ୩ ହଜାର ଗ୍ରାମର ଗ୍ରାମ ବାସୀ ଏହାକୁ ନିର୍ଭର କରନ୍ତି,ତାହା ଆଜି ବିପଦପୂର୍ଣ୍ଣ ଅବସ୍ଥାରେ ।1
- କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।1
- Post by Sandeep Barla1
- ଜଗତସିଂହପୁର ସର୍ବ ଧର୍ମ ସମୋନୟର ଦେଶ ହେଉଛି ଭାରତ।ସବୁ ଧର୍ମର ପରମ୍ପରାକୁ ସମସ୍ତେ ଏକାଠି ହୋଇ ପାଳନ କରିଥାନ୍ତି।ଡିସେମ୍ବର ମାସ ୨୫ ତାରିଖକୁ ବଡଦିନ ଭାବରେ ସମସ୍ତେ ଜାଣନ୍ତି ହେଲେ ଏହି ଦିନ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ଖ୍ରୀଷ୍ଟ ଧର୍ମାଲମ୍ବି ମାନେ ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ଚର୍ଚ୍ଚ ରେ ପାଳନ କରିଥାନ୍ତି।ଏହି ଖ୍ରୀଷ୍ଟ ମାସକୁ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଜୟବଡ ସ୍ଥିତ ସାଇଜ୍ଞାନ ପ୍ଲେ ସ୍କୁଲ ରେ ବେଶ ଧୁମଧାମରେ ପାଳନ କରିଛନ୍ତି। ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପରମିତା ଚୌଧୁରୀ ଏହି ଖ୍ରୀଷ୍ଟ ମାସକୁ କୋମଳ ମତି ପିଲାମାନଙ୍କ ସହିତ ବେସ ଧୁମଧାମରେ ପାଳନ କରିଛନ୍ତି।ଖ୍ରୀଷ୍ଟ ମାସ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିଛବି ରାଖୀ ବେସ ସାଜସଜ୍ଜା କରି ଅତି ଆକର୍ଷଣୀୟ ଭାବରେ ପିଲା ମାନଙ୍କ ସହିତ କେକ୍ କାଟି ଖ୍ରୀଷ୍ଟ ମାସ ପାଳନ କରିଥିଲେ।ଏହି ଅବସରରେ ସ୍କୁଲ ପକ୍ଷରୁ ପିଲାମାନଙ୍କୁ ମିଠା ଓ ଚକ୍ଲେଟ ବଣ୍ଟନ କରାଯାଇଥିଲା।ଯୀଶୁ ଖ୍ରୀଷ୍ଟ କିଏ ଓ ଏହି ଖ୍ରୀଷ୍ଟ ମାସ କାହିଁକି ପାଳନ କରାଯାଏ ସେହି ବିଷୟରେ ପିଲାମାନଙ୍କୁ ଜଣାଇବା ପାଇଁ ଏହାର ଉଦ୍ଦେଶ୍ୟ ବୋଲି ସ୍କୁଲର ଅଧ୍ୟକ୍ଷା ପ୍ରକାଶ କରିଥିଲେ।ସାଇ ଜ୍ଞାନ ପ୍ଲେ ସ୍କୁଲରେ ପଢୁଥିବା କୋମଳ ମତି ଶିଶୁ ମାନଙ୍କୁ ଭାରତ ବର୍ଷର ବିଭିନ୍ନ ସଂସ୍କୃତି ପର୍ବ ପର୍ବାଣୀ ଗୁଡିକ ଭୁଲି ଯାଉଥିବା ବେଳେ ପ୍ଲେ ସ୍କୁଲର ଏଭଳି ଏକ ପରମ୍ପରା କୁ ମନେ ପକାଇ ପିଲାମାନଙ୍କ ମନଭିତରେ ଆଗ୍ରହ ଜାଗ୍ରତ କରିଥିବାରୁ ଅନୁଷ୍ଠାନକୁ ବହୁତ ବହୁତ ଧନ୍ୟବାଦ୍ ଦେଇଥିଲେ ଅଭିଭାବକ ମାନେ।ଏହି କାର୍ଯ୍ୟକ୍ରମକୁ ପ୍ଲେ ସ୍କୁଲର ଶିକ୍ଷୟତ୍ରୀ ପ୍ରାଚୀ ପଟ୍ଟନାୟକ,ଲିପ୍ସା ମହାନ୍ତି, ସୋନମ ପ୍ରିୟଦର୍ଶିନୀ,ସୌଭାଗ୍ୟ ଲକ୍ଷ୍ମୀ ପାତ୍ର,ଶକ୍ତି ସୋରୁପା ପଟ୍ଟନାୟକ,ଶ୍ରିଲେଖା ପାଢ଼ୀ, ଦିବ୍ୟାଭାରତି ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।1
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ।1
- Jay Jagannath 🙏1