Shuru
Apke Nagar Ki App…
#hilightseveryonefollowers #Mayurbhanj #୭୯ ତମ ସ୍ୱାଧୀନତା ଅବସରରେ ମୟୁରଭଞ୍ଜ ଜିଲ୍ଲା ଜିବି ନଗର ବ୍ଲକ ଅଧୀନ P. M. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖୁଣ୍ଟା ଠାରେ ପାଳିତ ହୋଇଛି ସ୍ୱାଧୀନତା ଦିବସ,, ଜିବିନଗର ବିଡିଓ ଙ୍କ ତତ୍ୱା ବଧାନରେ ମୁଖ୍ୟ ଅତିଥି ବିଧାୟକ ଭାସ୍କର ମଢେଇ, ବିଓ ଖୁଣ୍ଟା, ସାନଖୁଣ୍ଟା.., ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିବା ବେଳେ କ୍ରୀଡା ଶିକ୍ଷକ ସୁଖେନ୍ଦୁ ବିଶ୍ୱାଳ ସୁନ୍ଦର ଭାବରେ ପ୍ୟାରେଟ ପରିଚାଳନା କରିଛନ୍ତି ଯାହାକୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି !
Rajib Behera

More news from Mayurbhanj and nearby areas
- ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।।1
- ମୋରଡା ବଣିକ ସଂଘ ତରଫର 8 ଟି ଗତି ନିୟତ୍ରଣ ବେରୀକେଟ ପୋଲିସ ବିଭାଗ କୁ ପ୍ରଦାନ କଲେ,, ଦେଖନ୍ତୁ ରିପୋର୍ଟ1
- “गाड़ी वाला आया, घर से कचरा निकाल” यह गाना सिर्फ एक धुन नहीं, बल्कि भारत की रोज़मर्रा की ज़िंदगी की पहचान बन चुका है। गली-गली, शहर-शहर गूंजने वाली इस आवाज़ को हर उम्र के लोगों ने सुना है। सोशल मीडिया पर अब इस गाने से जुड़े गायक का वीडियो वायरल हो रहा है, जिसे देखकर लोग हैरान भी हैं और खुश भी। #ViralVideo #TrendingReels #IndianSongs #DailyLife #ReelIndia #GadiWala #InternetBreaks #ExplorePage1
- ଜମି ପାଇଁ ଟାଟା ବିରୁଦ୍ଧରେ ଥାନା ଘେରାଉ କଲେ ଗ୍ରାମ ବାସି3
- Post by Mangu Mallik1
- ରାମେଶ୍ବରପୁର ଓଭର ବ୍ରିଜ ନିକଟରେ ଟ୍ରେନ ରେ କଟି ଜଣେ ଯୁବକ ମୃତ। ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ଟାଉନ ଥାନା ବାଜିଚୌକ ନିକଟ ରାମେଶ୍ବରପୁର ଓଭର ବ୍ରିଜ ନିକଟ ଟ୍ରେନ ଲାଇନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ବାଜିଚୌକ ଅଞ୍ଚଳର ଶ୍ରୀରାମ ସାହୁଙ୍କ ପୁଅ ମନ ସାହୁ ବୋଲି ଜଣାପଡିଛି। କେଉଁ କାରଣରୁ ଟ୍ରେନରେ କଟି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। #fbpost2025シfbpost2025シ #postviralシfypシ゚viralシal #fblifestylechallenge #highlights2025 #fbpost2025シ #dhenkanal #facebookreelsviral #trendingpost Dhenkanal News DHENKANAL NEWS Dhenkanal Municipality1
- Post by Anwar ali khan1
- ମୋରଡା ଆଦର୍ଶ ବିଦ୍ୟାଳୟ ର ଶହେ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଦେଖନ୍ତୁ ରିପୋର୍ଟ1