Shuru
Apke Nagar Ki App…
Lokal khabar
Ratna Putel
Lokal khabar
More news from ଓଡ଼ିଶା and nearby areas
- Post by B Putel1
- Post by ମକୁନ୍ଦ ନାଏକ4
- ମୋ ଝିଅ ର ଇଂଲିଶ୍ 😋😋😅1
- ବାଂଲାଦେଶ ରେ ହିନ୍ଦୁ ଯୁବକ ଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ପ୍ରତିବାଦରେ ଭିଏଚପି ଓ ବଜରଙ୍ଗ ଦଳର ବିକ୍ଷୋଭ - ବଂଲାଦେଶ ପ୍ରଧାନମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ- ଜି.ଉଦୟଗିରି, ୨୭/୧୨ ବାଂଲାଦେଶ ର ହିନ୍ଦୁ ଯୁବକ ଦୀପୁ ଦାସ ଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥା ରେ ସର୍ବସମ୍ମୁଖରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣା କୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଶନିବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି।ଭାରତ କୁ ବାଂଲାଦେଶ ରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳ ରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସ ଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସ ଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।2
- ସମ୍ବଲପୁର ଜିଲ୍ଲା ନିଲଡୁଙ୍ଗୁରି ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ପହଁଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ, ପୁଷ୍ପ କୃଷି ମିଶନ ପକ୍ଷ ରୁ ଆୟୋଜିତ ହେଉଥିବା ପୁଷ୍ପ ଅବଶେଷ ରୁ କଳାକୃତି, ଅଗରଵତୀ ଓ ରଙ୍ଗ ପ୍ରସ୍ତୁତି ଦ୍ୱାରା ନାରୀ ସଶକ୍ତି କରଣ ତାଲିମ ଶିବିର କୁ ଉଦଘାଟନ କଲେ1
- Post by Subrat Behera1
- ବେଳପଡା ବ୍ଲକ ପର୍ଳିମାଲ ଗାଁ ରେ ଥିବା କାନାରା ବ୍ୟାଙ୍କ ଚୋରି ଘଟଣା କୁ ନେଇ ଗ୍ରାମ ବାସୀ ଅସନ୍ତୋଷ।1
- Post by Meena1
- ଜି.ଉଦୟଗିରି ରେ ପୁଣି ଫେରିଛି ହାଡ଼ ଭଙ୍ଗା ଶୀତ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଛି।2