ସାଙ୍ଗ ସହିତ ଯିବା ବେଳେ ପୋଲରୁ ନଦୀ କୁ ଡେଇଁ ପଡ଼ିଲେ ଯୁବକ ୧୨ ଘଣ୍ଟା ପରେ ଉଦ୍ଧାର କରିଛି ଉଦ୍ଧାର କାରି ଦଳ ଉଦଳା - ୨୧/୮/୨୫ (ରାଜୀବ ବେହେରା ) - ଉଦଳା ଅଞ୍ଚଳ ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ,ସୂଚନା ରୁ ଉଦଳା ୯ ନମ୍ବର ର ଯୁବକ ଅଶ୍ୱିନୀ ଅମିତାଭ ବିଶ୍ୱାଳ (ରାଜା) ଛୁଆକୁ ଟିଉସନ ରୁ ଆଣି ଘରେ ଛାଡି ସାଙ୍ଗ ସହିତ ପୋଲ ଉପର ଦେଇ ଯିବା ବେଳେ ହଠାତ ପୋଲ ଉପରୁ ତଳକୁ ଡେଇଁ ପଡିଥିଲା, ତେବେ ସlଙ୍ଗଜଣକ ଘର ଲୋକଙ୍କୁ ଖବର ଦେଇ ଥିଲେ ହେଲେ ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ରାତ୍ର ପ୍ରାୟ ୧୧ ଟା ପର୍ଯ୍ୟନ୍ତ ବହୁ ଖୋଜା ଖୋଜି କରି ଫେଲ ମାରି ଜଗି ବସିଥିଲେ ଯାହା ସୂଚନା ରହିଛି l ପୋଲ ଉପରେ ଜଗି ରହିଛନ୍ତି ଶହ ଶହ ଲୋକେ, ଉଦଳା ଜିଡ଼ିରାପୋଲ ଉପରୁ ନଦୀକୁ ଗର୍ଭକୁ ଡେଇଁ ପଡିଥିବା ଯୁବକ ଙ୍କ ମୃତଦେହ ଆଜି ସକାଳ ସମୟରେ ଉଦ୍ଧାର କାରି ଦଳ ଉଦ୍ଧାର କରିଛନ୍ତି, ତେବେ ଲଗାଣ ବର୍ଷା ରେ ନଦୀରେ ବର୍ଷା ଜଳ ତଥା କାଳ ଏବଂ ସୋନେଇ ଡ୍ୟାମରେ ଗେଟ ଖୋଲା ଯାଇଥିବା ବେଳେ ନଦୀରେ ଜଳ ସ୍ତର ବୃଦ୍ଧି ହେବା ସହିତ ବଢ଼ିଲା ପାଣି ରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୌଣସି ପତ୍ତl ମିଳି ନଥିଲା, ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀ ବିଫଳ ହୋଇ ଥିଲା କାରଣ ପାଣି ଆଡି ଲଙ୍ଘିଥିଲା, ଯାହା ଫଳରେ ଖୋଜିବାରେ ସବୁ ଠାରୁ କଷ୍ଟ କର ଥିଲା, ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଜିଡ଼ରା ସୋନୋ ନଦୀ ରେ, ସୂଚନାରୁ ବୁଧବାର ରାତ୍ର ୮ ଘଟିକା ସମୟରେ ଉଦଳା N. A. C ର ୯ ନମ୍ବର ୱାର୍ଡ ର ଅଶ୍ୱିନୀ ଅମିତାଭ ବିଶ୍ୱାଳ (ରାଜା )-ସାଙ୍ଗ ସହିତ ଯିବା ବେଳେ ନଦୀକୁ ଡେଇଁ ବା ପରେ ନଦୀ ପାଣିର ସୁଅରେ ନିଖୋଜ ହୋଇ ଯାଇ ଥିଲେ, ଏବେ ୧୨ ଘଣ୍ଟା ପରେ ଉଦ୍ଧାର କାରି ଦଳ ଦ୍ୱାରା ପୋଲ ଠାରୁ ୨୦୦ ମିଟର ଦୂରତାରେ ଭାସି ଧୀରେ ଧୀରେ ଯାଉଥିବା ଦେଖିବାକୁ ପାଇ ଉଦ୍ଧାର କରିଛନ୍ତି ମୃତ ଦେହ,ତେଵେ ଡାକ୍ତର ଖାନାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଭିତରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି l ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ର ତଦନ୍ତ ଜାରି ରହିଛି, ପୋଲିସ ଏ ନେଇ ୫୧/୨୫ ରେ ଏକ ମାମଲା ରୁଜୁ କରିଛି ଶବ ବ୍ୟବଛେଦ ପାଇଁ, ଶବ ଗୃହକୁ ପଠାଇ ଥିବା ବେଳେ ଶୋକାକୁଳ ପରିବେଶ ଭିତରେ ପୋଲିସ ଉପସ୍ଥିତିରେ ଶବ ହେଲା ବ୍ୟବଛେଦ l
ସାଙ୍ଗ ସହିତ ଯିବା ବେଳେ ପୋଲରୁ ନଦୀ କୁ ଡେଇଁ ପଡ଼ିଲେ ଯୁବକ ୧୨ ଘଣ୍ଟା ପରେ ଉଦ୍ଧାର କରିଛି ଉଦ୍ଧାର କାରି ଦଳ ଉଦଳା - ୨୧/୮/୨୫ (ରାଜୀବ ବେହେରା ) - ଉଦଳା ଅଞ୍ଚଳ ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ,ସୂଚନା ରୁ ଉଦଳା ୯ ନମ୍ବର ର ଯୁବକ ଅଶ୍ୱିନୀ ଅମିତାଭ ବିଶ୍ୱାଳ (ରାଜା) ଛୁଆକୁ ଟିଉସନ ରୁ ଆଣି ଘରେ ଛାଡି ସାଙ୍ଗ ସହିତ ପୋଲ ଉପର ଦେଇ ଯିବା ବେଳେ ହଠାତ ପୋଲ ଉପରୁ ତଳକୁ ଡେଇଁ ପଡିଥିଲା, ତେବେ ସlଙ୍ଗଜଣକ ଘର ଲୋକଙ୍କୁ ଖବର ଦେଇ ଥିଲେ ହେଲେ
ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ରାତ୍ର ପ୍ରାୟ ୧୧ ଟା ପର୍ଯ୍ୟନ୍ତ ବହୁ ଖୋଜା ଖୋଜି କରି ଫେଲ ମାରି ଜଗି ବସିଥିଲେ ଯାହା ସୂଚନା ରହିଛି l ପୋଲ ଉପରେ ଜଗି ରହିଛନ୍ତି ଶହ ଶହ ଲୋକେ, ଉଦଳା ଜିଡ଼ିରାପୋଲ ଉପରୁ ନଦୀକୁ ଗର୍ଭକୁ ଡେଇଁ ପଡିଥିବା ଯୁବକ ଙ୍କ ମୃତଦେହ ଆଜି ସକାଳ ସମୟରେ ଉଦ୍ଧାର କାରି ଦଳ ଉଦ୍ଧାର କରିଛନ୍ତି, ତେବେ ଲଗାଣ ବର୍ଷା ରେ ନଦୀରେ ବର୍ଷା ଜଳ ତଥା କାଳ ଏବଂ ସୋନେଇ ଡ୍ୟାମରେ ଗେଟ ଖୋଲା ଯାଇଥିବା ବେଳେ ନଦୀରେ ଜଳ ସ୍ତର ବୃଦ୍ଧି ହେବା ସହିତ ବଢ଼ିଲା ପାଣି
ରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୌଣସି ପତ୍ତl ମିଳି ନଥିଲା, ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀ ବିଫଳ ହୋଇ ଥିଲା କାରଣ ପାଣି ଆଡି ଲଙ୍ଘିଥିଲା, ଯାହା ଫଳରେ ଖୋଜିବାରେ ସବୁ ଠାରୁ କଷ୍ଟ କର ଥିଲା, ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଜିଡ଼ରା ସୋନୋ ନଦୀ ରେ, ସୂଚନାରୁ ବୁଧବାର ରାତ୍ର ୮ ଘଟିକା ସମୟରେ ଉଦଳା N. A. C ର ୯ ନମ୍ବର ୱାର୍ଡ ର ଅଶ୍ୱିନୀ ଅମିତାଭ ବିଶ୍ୱାଳ (ରାଜା )-ସାଙ୍ଗ ସହିତ ଯିବା ବେଳେ ନଦୀକୁ ଡେଇଁ ବା ପରେ ନଦୀ ପାଣିର ସୁଅରେ ନିଖୋଜ ହୋଇ ଯାଇ ଥିଲେ, ଏବେ
୧୨ ଘଣ୍ଟା ପରେ ଉଦ୍ଧାର କାରି ଦଳ ଦ୍ୱାରା ପୋଲ ଠାରୁ ୨୦୦ ମିଟର ଦୂରତାରେ ଭାସି ଧୀରେ ଧୀରେ ଯାଉଥିବା ଦେଖିବାକୁ ପାଇ ଉଦ୍ଧାର କରିଛନ୍ତି ମୃତ ଦେହ,ତେଵେ ଡାକ୍ତର ଖାନାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଭିତରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି l ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ର ତଦନ୍ତ ଜାରି ରହିଛି, ପୋଲିସ ଏ ନେଇ ୫୧/୨୫ ରେ ଏକ ମାମଲା ରୁଜୁ କରିଛି ଶବ ବ୍ୟବଛେଦ ପାଇଁ, ଶବ ଗୃହକୁ ପଠାଇ ଥିବା ବେଳେ ଶୋକାକୁଳ ପରିବେଶ ଭିତରେ ପୋଲିସ ଉପସ୍ଥିତିରେ ଶବ ହେଲା ବ୍ୟବଛେଦ l
- ବୁଦ୍ଧଙ୍କ ନାମରେ ବୌଦ୍ଧ ଜିଲ୍ଲା ହେଲେ ଏଠି ସବୁ...? @ranjankumardash #ntvodia #ବୌଦ୍ଧ1
- nayagarh ର vloger ହବା ପାଇଁ ଚାଁହୁଛି 👉 https://youtu.be/jfUJmJvWhYE1
- Post by Meena1
- Jay Jagannath 🙏1
- Post by Banshidhar Bemal1
- #keteaasakrithnidhnpaemiblitjubn🌹🌹🌹🌹🇹🇯🇹🇯1
- Vote Chori Sardar Patel and Nehru issue1
- ବୌଦ୍ଧ ବ୍ଲକ ସଦେଇପୁର ଗ୍ରାମରେ ନାଟକ ମଞ୍ଚସ୍ଥ I @ranjankumardash #NtvOdia #boudh1
- naye sal ka enjoy time1