Shuru
Apke Nagar Ki App…
ଅବେହେଲିତ କୋରାପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁର୍ଗୀ ରିପୋର୍ଟର ନରୋତ୍ତମ ପାଢ଼ୀ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଗରିଡି ପଞ୍ଚାୟତ ଦୁର୍ଗୀ ଗ୍ରାମ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳୁଛି କିଛି ଅତି ଦୟନୀ ଅବସ୍ଥା। ସେହି ବିଦ୍ୟାଳୟ ରେ ୧ ରୁ ଅଷ୍ଟମ ୮ ପର୍ଯ୍ୟନ୍ତ ୩ ଟି କକ୍ଷ ରହିଛି ୬୫ ଜଣ ଛାତ୍ର ଓ ଛାତ୍ରୀ ପାଠ ପଡ଼ୁଛନ୍ତି। ଋଷେଇ ଘର ଓ କ୍ଲାସ କକ୍ଷ କରାଗଲେ ପିଲା ମାନଙ୍କ ପାଠ ପଢି ବା ପାଇଁ ଅତି ସୁବିଧା ହୋଇଥାନ୍ତା। ପ୍ରଧାନ ଶିକ୍ଷୟତ୍ରୀ ପ୍ରିଅଙ୍କାପାଢ଼ୀ,ସୌଦାମିନୀ ,ପ୍ରୋଫୁଳ କୁମାର ମହାପାତ୍ର,ପ୍ରମାଦ ରାଉତ କଲୋଷ୍ଟ୍ର ର ଡୁମା ଡଙ୍ଗରୀ ଅଧୀନ ରେ ବ୍ଲକ୍ ବନ୍ଧୁଙ୍ଗା ଆ ଅନ୍ତ୍ରର ଭୁକ୍ତ ଅଟେ।ରାୟଗଡ଼ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର
Narattam Kumar padhy