logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦ୍ରୀୟ ଚଷା ସମାଜ ତାଳଚେର ତରଫରୁ ଗୋପୂଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ତାଳଚେର:-ପବିତ୍ର ରକ୍ଷା ବନ୍ଧନ ଅବସରରେ କେନ୍ଦ୍ରୀୟ ଚଷା ସମାଜ ତାଳଚେର ତରଫରୁ ପରାବିଲ ଗ୍ରାମ ଚଷା ସମାଜର ସଭାପତି ପ୍ରଶ୍ନ କୁମାର ପ୍ରଧାନଙ୍କ ଘରେ ଗୋପୂଜନ କରିବା ସହ ପବିତ୍ର ମୋହନ ଚଷା ଭବନ ଠାରେ ବୃକ୍ଷରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋପୂଜନ କରିବା ସହ ବୃକ୍ଷରୋପଣ କରିଥିଲେ । କେନ୍ଦ୍ରୀୟ ଚଷା ସମାଜର ସଭାପତି ମକୁନ୍ଦ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ । କେନ୍ଦ୍ରୀୟ କମିଟି ଅଧିନରେ ଥିବା ୫ଟି ଅଂଚଳର ସଭାପତି ସମେତ ଶତାଧିକ ଚଷା ଭାଇ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମହାନ୍ତି ସମାଜସେବୀ କ୍ଷିରୋଦ ସାହୁ ଓ ସଫଳ ଚାଷୀ ଭାବେ ରମେଶ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦକ ରାମଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ବିନୋଦ କୁମାର ଜେନା, ତ୍ରିପୁରାରୀ ପ୍ରଧାନ, ବିନୟ କୁମାର ପ୍ରଧାନ, ସୁମନ୍ତ ପ୍ରଧାନ, ହିମାଂଶୁ ଶେଖର ସାହୁ, ଚିତରଂଜନ ପ୍ରଧାନ, ସନାତନ ସାହୁ, ଡମ୍ବରୁଧର ସାହୁ, ପରାବିଲ୍ ସରପଂଚଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ପ୍ରଧାନ, ନଦୀକୂଳ ଅଂଚଳ ସଭାପତି ବୃନ୍ଦାବନ ସାହୁ, ବଜ୍ରକୋଟ ଅଂଚଳ ସଭାପତି ଲିଙ୍ଗରାଜ ପ୍ରଧାନ, ଶତୃଘନ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ବିଜୟ କୁମାର ସାହୁ, ରସାନନ୍ଦ ପ୍ରଧାନ, ରମେଶ ଚନ୍ଦ୍ର ଜେନା, ହର୍ଷବର୍ଦ୍ଧନ ପ୍ରଧାନ, ସିପୁନ୍ ବିଶ୍ୱାଳ, ଯୋଗେଶ୍ୱର ପ୍ରଧାନ, ପଙ୍କଜ ସାହୁ, ଫରେଷ୍ଟର, ସମସ୍ତ ହାତୀ ସ୍କ୍ୱାର୍ଡ, ମେଘମାଳ ସାହୁ, ଶିବ ପ୍ରଧାନ, କୁମର ସାହୁ, ମନୋଜ କୁମାର ବିଶ୍ୱାଳ, ଯୋଗେଶ୍ୱର ସାହୁ, ହୃଦାନନ୍ଦ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଆନନ୍ଦ ସାହୁ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

on 10 August
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
on 10 August
9772d37e-52db-4b8b-9b64-75d61cfd198e

କେନ୍ଦ୍ରୀୟ ଚଷା ସମାଜ ତାଳଚେର ତରଫରୁ ଗୋପୂଜନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ତାଳଚେର:-ପବିତ୍ର ରକ୍ଷା ବନ୍ଧନ ଅବସରରେ କେନ୍ଦ୍ରୀୟ ଚଷା ସମାଜ ତାଳଚେର ତରଫରୁ ପରାବିଲ ଗ୍ରାମ ଚଷା ସମାଜର ସଭାପତି ପ୍ରଶ୍ନ କୁମାର ପ୍ରଧାନଙ୍କ ଘରେ ଗୋପୂଜନ କରିବା ସହ ପବିତ୍ର ମୋହନ ଚଷା ଭବନ ଠାରେ ବୃକ୍ଷରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋପୂଜନ କରିବା ସହ ବୃକ୍ଷରୋପଣ କରିଥିଲେ । କେନ୍ଦ୍ରୀୟ ଚଷା ସମାଜର ସଭାପତି ମକୁନ୍ଦ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ । କେନ୍ଦ୍ରୀୟ କମିଟି ଅଧିନରେ ଥିବା ୫ଟି ଅଂଚଳର ସଭାପତି ସମେତ ଶତାଧିକ ଚଷା ଭାଇ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମହାନ୍ତି ସମାଜସେବୀ କ୍ଷିରୋଦ ସାହୁ ଓ ସଫଳ ଚାଷୀ ଭାବେ ରମେଶ

efd930fb-5822-486b-9beb-28017666ed76

ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦକ ରାମଚନ୍ଦ୍ର ସ୍ୱାଇଁ, କୋଷାଧ୍ୟକ୍ଷ ବିନୋଦ କୁମାର ଜେନା, ତ୍ରିପୁରାରୀ ପ୍ରଧାନ, ବିନୟ କୁମାର ପ୍ରଧାନ, ସୁମନ୍ତ ପ୍ରଧାନ, ହିମାଂଶୁ ଶେଖର ସାହୁ, ଚିତରଂଜନ ପ୍ରଧାନ, ସନାତନ ସାହୁ, ଡମ୍ବରୁଧର ସାହୁ, ପରାବିଲ୍ ସରପଂଚଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ପ୍ରଧାନ, ନଦୀକୂଳ ଅଂଚଳ ସଭାପତି ବୃନ୍ଦାବନ ସାହୁ, ବଜ୍ରକୋଟ ଅଂଚଳ ସଭାପତି ଲିଙ୍ଗରାଜ ପ୍ରଧାନ, ଶତୃଘନ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ବିଜୟ କୁମାର ସାହୁ, ରସାନନ୍ଦ ପ୍ରଧାନ, ରମେଶ ଚନ୍ଦ୍ର ଜେନା, ହର୍ଷବର୍ଦ୍ଧନ ପ୍ରଧାନ, ସିପୁନ୍ ବିଶ୍ୱାଳ, ଯୋଗେଶ୍ୱର ପ୍ରଧାନ, ପଙ୍କଜ ସାହୁ, ଫରେଷ୍ଟର, ସମସ୍ତ ହାତୀ ସ୍କ୍ୱାର୍ଡ, ମେଘମାଳ ସାହୁ, ଶିବ ପ୍ରଧାନ, କୁମର ସାହୁ, ମନୋଜ କୁମାର ବିଶ୍ୱାଳ, ଯୋଗେଶ୍ୱର ସାହୁ, ହୃଦାନନ୍ଦ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଆନନ୍ଦ ସାହୁ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

More news from ଓଡ଼ିଶା and nearby areas
  • ୨୦୦୨ ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।
    1
    ୨୦୦୨  ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber ମୋଟୁଙ୍ଗା, ଢେଙ୍କାନାଳ, ଓଡ଼ିଶା•
    6 hrs ago
  • ଭାରତ ବଞ୍ଚିଲେ ଭାଗବତ ବଞ୍ଚିବ ସୁନୀୟ ବ୍ରହ୍ମ ଆଶ୍ରମ ଜଗତ ପୁର ନିମପୁର ଖେଳ ପଡିଆ ଠାରେ 4ରି ଦିନ ପ୍ରୋଗ୍ରାମ ବିଷୟ ରେ କଟକ ସର୍କିଟ ହାଉସ ଠାରେ ମାଛୁଆ ବଜାର ବାୟାବାବା ଙ୍କ ନେତୃତ୍ୱରେ ବୈଠକ ରେ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତରାୟ ବିଶ୍ୱଜିତ ସୂର୍ଯ୍ୟ ବଂଶୀ ସଦର BJP ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି ଢେଙ୍କାନାଳ BJP ଜିଲ୍ଲା ପାଭାରୀ ସୁ୍ମୃତି ପେଟଟନାୟକ କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ କଟକ ନଗର ଲଲାଟେନ୍ଦୁ Badu ଭାଇ BJP ର ପୂର୍ବତନ ଦାୟତ୍ୱର ଥିବା ନୟନ ମହାନ୍ତି ଭାଇ ବିଶ୍ୱ ହିନ୍ଦୁ ପରିଷଦ କଟକ ର ଦାୟତ୍ୱ ରେ ଥିବା ଦେବି ରଞ୍ଜନ ମହାପାତ୍ର, ବୁଶ୍ୱ ହିନ୍ଦୁ ପରିଷଦ କଟକ ନଗର ସେବା ପମୁଖ ହେମନ୍ତ କୁମାର ଭରଦ୍ୱାଜ ଯୁବ ସମାଜ ସେବି ସୁମିତ କୁମାର ଲେଙ୍କା
    4
    ଭାରତ ବଞ୍ଚିଲେ ଭାଗବତ ବଞ୍ଚିବ ସୁନୀୟ ବ୍ରହ୍ମ ଆଶ୍ରମ ଜଗତ ପୁର ନିମପୁର ଖେଳ ପଡିଆ ଠାରେ 4ରି ଦିନ ପ୍ରୋଗ୍ରାମ ବିଷୟ ରେ କଟକ ସର୍କିଟ ହାଉସ ଠାରେ ମାଛୁଆ ବଜାର ବାୟାବାବା ଙ୍କ ନେତୃତ୍ୱରେ ବୈଠକ ରେ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତରାୟ ବିଶ୍ୱଜିତ ସୂର୍ଯ୍ୟ ବଂଶୀ ସଦର BJP ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତି ଢେଙ୍କାନାଳ BJP ଜିଲ୍ଲା ପାଭାରୀ ସୁ୍ମୃତି ପେଟଟନାୟକ କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ କଟକ ନଗର ଲଲାଟେନ୍ଦୁ Badu ଭାଇ BJP ର ପୂର୍ବତନ ଦାୟତ୍ୱର ଥିବା ନୟନ ମହାନ୍ତି ଭାଇ ବିଶ୍ୱ ହିନ୍ଦୁ ପରିଷଦ କଟକ ର ଦାୟତ୍ୱ ରେ ଥିବା ଦେବି ରଞ୍ଜନ ମହାପାତ୍ର, ବୁଶ୍ୱ ହିନ୍ଦୁ ପରିଷଦ କଟକ ନଗର ସେବା ପମୁଖ ହେମନ୍ତ କୁମାର ଭରଦ୍ୱାଜ ଯୁବ ସମାଜ ସେବି ସୁମିତ କୁମାର ଲେଙ୍କା
    user_Hemant Bharadwaj
    Hemant Bharadwaj
    Pharmacist Cuttack (M.Corp.) P.S, Odisha•
    18 hrs ago
  • ବୌଦ୍ଧ: ସମର୍ପଣ ଯୁବକ ସଂଘ କରିଲା ଏଭଳି କାର୍ଯ୍ୟ, ଲୋକ କରୁଛନ୍ତି ପ୍ରଶଂସା
    1
    ବୌଦ୍ଧ: ସମର୍ପଣ ଯୁବକ ସଂଘ କରିଲା ଏଭଳି କାର୍ଯ୍ୟ, ଲୋକ କରୁଛନ୍ତି ପ୍ରଶଂସା
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    21 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • ଜି.ଉଦୟଗିରି ରେ ପୁଣି ଫେରିଛି ହାଡ଼ ଭଙ୍ଗା ଶୀତ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଛି।
    2
    ଜି.ଉଦୟଗିରି ରେ ପୁଣି ଫେରିଛି ହାଡ଼ ଭଙ୍ଗା ଶୀତ
ପାଣିପାଗ ବିଭାଗ ର ସୂଚନା ଅନୁସାରେ ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଛି।
    user_CHINMAYA KUMAR SETHI
    CHINMAYA KUMAR SETHI
    Journalist ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    33 min ago
  • ସମ୍ବଲପୁର ଜିଲ୍ଲା ନିଲଡୁଙ୍ଗୁରି ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ପହଁଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ, ପୁଷ୍ପ କୃଷି ମିଶନ ପକ୍ଷ ରୁ ଆୟୋଜିତ ହେଉଥିବା ପୁଷ୍ପ ଅବଶେଷ ରୁ କଳାକୃତି, ଅଗରଵତୀ ଓ ରଙ୍ଗ ପ୍ରସ୍ତୁତି ଦ୍ୱାରା ନାରୀ ସଶକ୍ତି କରଣ ତାଲିମ ଶିବିର କୁ ଉଦଘାଟନ କଲେ
    1
    ସମ୍ବଲପୁର ଜିଲ୍ଲା ନିଲଡୁଙ୍ଗୁରି ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ପହଁଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ, ପୁଷ୍ପ କୃଷି ମିଶନ ପକ୍ଷ ରୁ ଆୟୋଜିତ ହେଉଥିବା ପୁଷ୍ପ ଅବଶେଷ ରୁ କଳାକୃତି, ଅଗରଵତୀ ଓ ରଙ୍ଗ ପ୍ରସ୍ତୁତି ଦ୍ୱାରା ନାରୀ ସଶକ୍ତି କରଣ ତାଲିମ ଶିବିର କୁ ଉଦଘାଟନ କଲେ
    user_Tanaya Mahapatra
    Tanaya Mahapatra
    Journalist Kochinda, Sambalpur•
    8 hrs ago
  • ଫରେଷ୍ଟ ରେଞ୍ଜର ଙ୍କ ଘରେ ଭିଜିଲାନ୍ସ ରେଡ
    1
    ଫରେଷ୍ଟ ରେଞ୍ଜର ଙ୍କ ଘରେ ଭିଜିଲାନ୍ସ ରେଡ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    21 hrs ago
  • Atal Yatra
    1
    Atal Yatra
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.