Shuru
Apke Nagar Ki App…
ହିନ୍ଦୋଳ ର ଭୁବନେଶ୍ଵର ଶଙ୍ଖ ଭବନ ରେ ଢେଙ୍କାନାଳ ପ୍ରାକ୍ତନ ସାଂସଦ ମହେଶ ସାହୁଙ୍କ ନେତୃତ୍ଵ ରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିଜୁ ଜନତା ଦଳର ଆଇଟି ଏବଂ ସୋସିଆଲ ମିଡିଆ ସେଲର ଆଵାହକ ପ୍ରାକ୍ତନ ସାଂସଦ ଡ.ଆମର ପଟ୍ଟନାୟକ ଙ୍କ ଉପସ୍ଥିତିରେ ହିନ୍ଦୋଳ ର ବିଭିନ୍ନ ସମସ୍ୟା ଓ ଅଟକି ରହିଥିବା ଉନ୍ନତି ମୂଳକ କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା । ସାଂଗଠାନିକ ବୈଠକରେ ଯୋଗ ଦେଇଥିଲେ କାଉନସିଲର ଓ ଆଗ ଧାଡ଼ି ର କର୍ମକର୍ତ୍ତା ! #tehelkadhenkanal #dhenkanal #hindola Srikanta Mohapatra Gudu
Tapasdas

More news from Jajpur and nearby areas
- Post by Mangu Mallik1
- କଇରାଝୁଲି ବିଦ୍ଯାଲୟ ପରିଦର୍ଶନ କଲେ ଓ.ସେ.ପ୍ରା ଯୁଗ୍ମ ନିର୍ଦ୍ଦେଶକ ।1
- naye sal ka enjoy time1
- Post by Banshidhar Bemal1
- किसानों ने अपनी कटनि छटनी समस्या को लेकर कलेक्टर ऑफिस में किया विरोध प्रदर्शन #farmersprotest #sambalpurnews #P24newsexpress #sambalpurprotest #collectorofficeprotest1
- ସୁନ୍ଦର ଗଡ଼ ଜିଲ୍ଲା କୁତ୍ରାଵ୍ଳକ ଆମ ଗୋଭା ପଞ୍ଚାୟତ ର ସଦଶ୍ୟ ନାଗାର ତୁର୍ଵାର ଭାଇ ଙ୍କ ପରିବାର କୁ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲା କମିଟି - ଅଜୟ ଠାକୁର ଏଵଂ ବ୍ଳକ ସଭାପତି -ମନୋଜ ଏକ୍କା 30,000 ଟଙ୍କା ଚେକ୍ ପ୍ରଦାନ କଲେ1
- Post by Mangu Mallik1
- Post by Banshidhar Bemal1
- #ଡରଭ ଏ ନେ ଇ ନବ ଛ ଇ ଲା ରାତି ବୁଲୁଛ ଏ କେ ଲା ଗୋ ନବ ଛ ଏ ଲା #🇹🇯🇹🇯🇹🇯🇹🇯💋💋💋🇹🇯🇹🇯🇹🇯1